BSNL Broadband New Connection Kuchinda

ହେଲୋ ଫ୍ରେଣ୍ଡ୍ସ ସ୍ୱାଗତ କରୁଛି kuchinda.in ୱେବ୍ସାଇଟ କୁ ଆଜି ମୁ ଆପଣାକୁ ବତେବି କି ଆପଣ କୁଚିଣ୍ଡା ବ୍ଲକ ରେ ଯଉ ଗାଁ ରେ ଥିଲେ ଭି କିପରି ବିଏସଏନଏଲ ବ୍ରଡବ୍ୟାଣ୍ଡ କଂନେକ୍ସନ (bsnl broadband connection) ନେଇ ପାରିବେ ଅପଣଙ୍କ ଘରକୁ | ତା ସହିତ ମୁ ଆପଣକୁ ବାତେବି କେମିତି କମ ଟଙ୍କା ରେ ବହୁତ ବଡ଼ିଆ ଇଣ୍ଟେର୍ନେଟ ସ୍ପୀଡ଼ ପାଇଁ ପାରିବେ ସେହି ବିଷୟ ରେ ଭି ଜାଣିବାକୁ ମିଳିବ |

Best BSNL Broadband Services

ପ୍ରଥମେ ଜାଣନ୍ତୁ ବିଏସଏନଏଲ ବ୍ରଡବ୍ୟାଣ୍ଡ କଣ? What is BSNL Broadband?

ଆପଣ ମାନେ ତ ଜାଣିଥିବେ BSNL ଭାରତ ସଞ୍ଚାର ନିଗମ ଲିମିଟେଡ଼ (Bharat Sabchar Nigam Limited) ହଉଛି ଭାରତ ର ପ୍ରଥମ ଇଣ୍ଟେର୍ନେଟ ଏବଂ ଟେଲିଫୋନେ କଂନେକ୍ସନ ହଉଥିବା କମ୍ପାନୀ ତା ସହିତ ଏହା ହଉଛି ଏବେ ଭାରତ ସାରାକର ଦ୍ୱାରା ଏହି କମ୍ପାନୀ ଚାଲୁଅଛି, କହିବାର ମାନେ ହଉଛି ଏହା ଏକ government ଦ୍ୱାରା ଚାଲୁଥିବା କମ୍ପାନୀ |

ପୁରା ପ୍ରୋସେସ ଜାଣନ୍ତୁ Bharat Fibre Broadband connection କେମିତି ନେଇ ପାରିବେ

  • ସର୍ବ ପ୍ରଥମେ ଆପଣଙ୍କୁ bsnl.co.in ୱେବ୍ସାଇଟ କୁ ଯିବାକୁ ପଡିବ ନହେଲେ ଆପଣ ସିଧା ଏହି ଲିଙ୍କ (Direct Link) ରେ କ୍ଲିକ କରି ଏହି ପାଗେ କୁ ଆସିଯିବେ |
BSNL Broadband New Connection
  • ଏହି ପେଜ କୁ ଅସିଗଲାପରେ ଆପଣ Click Here for New Connection କୁ କ୍ଲିକ କରିବାକୁ ପଡିବ ତାପରେ ଅନ୍ୟ ଏକ ପେଜ କୁ ଯିବେ ସେଠି ଆପଣଙ୍କୁ ଜଉ ସବୁ ଡିଟେଲସ ଗୁଡାକ ମାଗି ଥିବା ସହି ସବୁ ଫୁଲ ଫିଲ କରିବାକୁ ପଡିବ|
how to get bsnl broadband connection in odisha
  • ଯଦି ଆପଣକୁ bsnl internet connection ଘରକୁ ନେବାର ଅଛି ହେଲେ ଏହିଭଳି ଫୋରମ କୁ ପୁରା କରିବାକୁ ପଡିବ |
  • Latitude ଆଉ Longitude କହିଲେ ଯଦି ଆପଣ ଜାଣି ପାରୁନାହାନ୍ତି ତାହାହେଲେ ଆମ youtube ଭିଡ଼ିଓ କୁ ଦେଖନ୍ତୁ ଆଉ ଆମକୁ କମେନ୍ଟ କରିକି ବାତାନ୍ତୁ |
  • ଫୋରମ ଟିକୁ ସମ୍ପୂର୍ଣ ଭାବରେ ପୂରଣ କରିସାରିଲା ପରେ submit ରେ କ୍ଲିକ କରିଦେବେ, ତା ପରେ ଆପଣକୁ ଗୋଟିଏ ରେଫେରେନ୍ସ ନମ୍ବର ମିଳିବ ଯଉଁଟାକି ଆପଣ conformation ପାଇଁ ଜରୁରୀ ପଡିବ |
  • ରେଫେରେନ୍ସ ନମ୍ବର ମିଳି ସାରିବା ପରେ 24 ରୁ 48 ଘଣ୍ଟା ମଧ୍ୟରେ ଆପଣ ପାଖକୁ ଗୋଟିଏ customer care ତରଫରୁ କଲ ଆସିବ କଲ ରେ ଆପଣକୁ ପରିଚୟ କୁ confirm କରିବାକୁ ପଡିବ |

Customer Care ସହିତ ଥରେ conformation ହେଲେ ଆପଣ ପାଖକୁ ଆପଣଙ୍କ ପାଖ BSNL ଅଫିସ ରୁ କଲ ଆସିବ ସେଠିବି ଥରେ confirm କରିବାକୁ ପଡିବ ତା ପରେ କିଛିଦିନ ମଧ୍ୟରେ ଆପଣ BSNL Broadband Internet Connection ପାଇଁ ଯିବେ |

ଜଣାନ୍ତୁ BSNL broadband new connection price ବିଷୟରେ

ଦେଖନ୍ତୁ ଯଦି ଆପଣ BSNL Broadband Plans କିଛିଭି ନେଉଛନ୍ତି ହେଲେ ସେହି ପ୍ଲାନ ର ହିଁ ପେମେଣ୍ଟ କରିବେ ଆପଣକୁ ଆଉ କିଛିଭି installation ର ଟଙ୍କା ଦେବାକୁ ପଡ଼ିବନି |

କିପରି କ୍ୟାନସଲ କରିବେ bsnl broadband connection କୁ | How to cancel bsnl broadband connection

ଯଦି ଆପଣ Bharat Fibre Broadband ପାଇଁ ବଙ୍କିଙ୍ଗ କରି ଦେଇଛନ୍ତି ହେଲେ କିଛି କଥା ନୁହଁ ଅପଣ ତାକୁ କ୍ୟାନ୍ସଲା ଭି କରିପାରି customer care କୁ ଜଣେକି ନହେଲେ ଅଫିସିଆଲ ୱେବ୍ସାଇଟ ରେ ଯାଇକି ଭି କ୍ୟାନସଲ କରିପାରିବେ |

How to close bsnl broadband connection

ବନ୍ଦ କରିବା ଭି ବହୁତ ସରଳ ଆପଣକୁ customer care କୁ କଲ କରିକି ଗୋଟିଏ ଆବେଦନ ରଖିବାକୁ ପଡିବ ତାପରେ ଅପଣଙ୍କ ପାଖକୁ ପିଲା ଆସି bsnl broadband connection କୁ ବନ୍ଦ କରିଦେବେ |

Realted Post:

https://youtu.be/_VXmam5WyfM

FAQ BSNL broadband connection

How to close bsnl broadband connection

ଯଦି ଆପଣ bsnl broadband connection କୁ ବନ୍ଦ କରିବାକୁ ଚାହୁଁଛନ୍ତି ତାହାହେଲେ ଆପଣକୁ ଗୋଟିଏ କଲ କରିବାର ଅଛି customer care କୁ ତାପରେ ଆପଣ connecton ଟି ବନ୍ଦ ହଇଯିବ |

How to get bsnl broadband connection

BSNL Fiber Connection ପାଇବା ପାଇଁ ହେଲେ ଆପଣକୁ ବିଏସଏନଏଲ ର ଅଫିସିଆଲ ୱେବ୍ସାଇଟ ରେ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡିବ |

How to cancel bsnl broadband connection

ଯଦି ଆପଣ bsnl internet କଂନେକ୍ସନ ପାଇଁ booking କରିଦେଇଛନ୍ତି ହେଲେ ତାକୁ କ୍ୟାନସଲ ମଧ୍ୟ କରିହୁଏ |
ବୂକିଙ୍ଗ କଲାପରେ bsnl broadband new connection କୁ କ୍ୟାନସଲ କରିବାପାଇଁ ହେଲେ ଆପଣକୁ କଲ କରିବାକୁ ପଡିବ ବିଏସଏନଏଲ ଅଫିସ କୁ ନହେଲେ customer care କୁ ଭି କଲ କଲେ କ୍ୟାନସଲ ହଇଯିବ |

How to connect bsnl broadband to wifi

ଘରେ କିମ୍ବା ଅଫିସ ରେ bsnl internet connection ଲାଗିଗଲା ପରେ ଆପଣ ମୋବାଇଲ କିମ୍ବା ଲେପଟପ ର ୱାଇଫାଇ କୁ ଅନ କରିବେ ସେଠି ପଣକୁ ଅପଣଙ୍କ boadband ନାମ ଆସୁଥିବା ସେଠି କ୍ଲିକ କରିବେ ଓ password ଦେବେ ଯଦି ଅପଣଙ୍କ ବ୍ରଡବ୍ୟାଣ୍ଡ ରେ password ଦିଆହୋଇଛି ହେଲେ ନହଲେ କ୍ଲିକ କଲାପରେ automatic connect ହଇଯିବ |
ଏହିପରି ଭାବରେ ହୋଥାଏ connect bsnl broadband to wifi ମଧ୍ୟରେ |

BSNL broadband new connection near me

ଯଦି ଆପଣ BSNL broadband new connection ନେବା ପାଇଁ ଚାହୁଁ ଛନ୍ତି ହେଲେ ପ୍ରଥମେ ବିଏସଏନଏଲ ର ଅଫିସିଆଲ ୱେବ୍ସାଇଟ ରେ ଯାଏ ରେଜିଷ୍ଟ୍ରସନ କରିବାକୁ ପଡିବ |

4/5 - (1 vote)

Leave a Comment